ରଜରେ ମଉଜ କରିବା ପଡ଼ିଲା ମହଙ୍ଗା, ଭୋଜି…
ଆନନ୍ଦପୁର: ମହାମାରୀ କରୋନା ଭାଇରସ୍କୁ ପ୍ରତିହତ କରିବା ପାଇଁ ନାନା କଟକଣା ଲାଗୁ କରିଛନ୍ତି ସରକାର। ହେଲେ ସରକାରଙ୍କ କଟକଣାକୁ ଫୁ କରୁଛନ୍ତି ନେତା। କରୋନା ପାଇଁ ସଭା ସମିତି, ଭୋଜିଭାତ ବନ୍ଦ। ହେଲେ କରୋନା କଟକଣାକୁ ଭୁଲି ଭୋଜି କରୁଛନ୍ତି ଲୋକ। ଖୋଲାଖୋଲି ନିୟମ ଭାଙ୍ଗିବା ସହିତ ରଖୁନାହାଁନ୍ତି…