ସମୁଦ୍ରରୁ ଦମ୍ପତ୍ତିଙ୍କୁ ଉଦ୍ଧାର କଲେ…
ପୁରୀ: ସମୁଦ୍ରରେ ଲହଡିରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ୨ ଦମ୍ପତି ସମୁଦ୍ରରେ ଗାଧୋଉଥିଲେ ହଠାତ୍ ଏକ ବଡ଼ ଲହଡି ଆସିବାରୁ ୪ ଜଣ ଭାସି ଯାଇଥିଲେ। ସେହି ସମୟରେ…