ଚାଷଜମିରେ କରୁଥିଲେ କାମ, ବଜ୍ରପାତରେ…
ବାଲେଶ୍ବର: ବଜ୍ରପାତରେ ଚାଲିଗଲା ଜୀବନ। ଏଭଳି ଅଘଟଣ ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇଁବିନ୍ଧା ଗାଁରେ। ମିଳିଥିବା ସୂଚନା ମୁତାବିକ ଚାଷ ଜମିରେ କାମ କରୁଥିବା ବେଳେ ବ୍ରଜପାତ ମାରିଥିଲା। ଯାହାଫଳରେ ୨ ଜଣଙ୍କର ଜୀବନ ଚାଲିଯାଇଥିଲା।
ମିଳିଥିବା ସୂଚନା ମୁତାବିକ, ୨ ଜଶ ଶ୍ରମିକ କାମ କରିବା ପାଇଁ…