Odisha Link
Bridging the Missing Links in Odisha
Browsing Tag

lingaraj temple

ନିର୍ଦ୍ଧାରିତ ସମୟ ପୂର୍ବରୁ…

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଲିଙ୍ଗରାଜରେ ଉଠିଲା ମହାଦୀପ । ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ନିର୍ଦ୍ଧାରିତ ସମୟର ୧୫ ମିନିଟ ପୂର୍ବରୁ…

ଆଜି ପବିତ୍ର ମହାଶିବରାତ୍ରୀ, କୋଭିଡ…

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରୀ। ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବ ପୀଠ। କରୋନା ଭିତରେ ପାଳନ ହେବ ଜାଗର। ବହୁ ବିବାଦ ପରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଜାଗର ଜାଳିବାକୁ ଭକ୍ତଙ୍କୁ ମିଳିଛି ଅନୁମତି। ମହାଶିବରାତ୍ରୀକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ…

ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ମହାଶିବରାତ୍ରି। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବପୀଠ। ଲିଙ୍ଗରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳନ ହେବ ଜାଗର। ବହୁ ବିବାଦ ପରେ ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବାକୁ ଭକ୍ତଙ୍କୁ ମଳିଛି ଅନୁମତି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର…

କାଲି ଜାଗର, ଟ୍ରାଫିକ୍‌ କଟକଣା ଜାରି କଲା…

ଭୁବନେଶ୍ବର: ରାତି ପାହିଲେ ପାଳିତ ହେବ ମହାଶିବରାତ୍ରୀ। ଏହାକୁ ନଜରର ରଖି ଜାଗର ପାଇଁ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ମନ୍ଦିର ଓ ବାହରେ ଭକ୍ତଙ୍କ ଗହଳିକୁ ବାରଣ କରାଯିବା ସହ ମେଳା ସବୁକୁ ମନା କରାଯାଇଛି। କଟକଣାକୁ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଜିଲ୍ଲାପାଳ ଓ…

ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା…

ଭୁବନେଶ୍ଵର: ଚଳିତ ବର୍ଷ ଜାଗରରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ। ମନ୍ଦିର ପରିସରରେ ପାଳନ ହେବ କୋଭିଡ କଟକଣା। ଏହି କୋଭିଡ଼ ନିୟମ ପାଳନ କରି ଭକ୍ତ ମାନେ ଜାଳିବେ ଦୀପ। ମହାଦୀପ ଉଠିବା ପରେ ଠାକୁର ଦର୍ଶନ କରିବେ ନାହିଁ ଭକ୍ତ। ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପାଇଁ ମନ୍ଦିର ୩ ସେବାୟତଙ୍କ…

ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ…

ଭୁବନେଶ୍ୱର:  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକାମ୍ରକ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କରିବା ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଚିଠିରେ ଅନନ୍ତ ବାସୁଦେବ ଓ ବ୍ରହ୍ମଶ୍ୱେର ମନ୍ଦିର ବାଇ ଲ ପ୍ରତ୍ୟାହାର ଦାବି ହୋଇଛି । କୌଣସି ଦେବଦେବୀ ମନ୍ଦିର ସମ୍ପର୍କରେ ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ…

କୀର୍ତ୍ତିରାଜି ବୁଲି ଦେଖିଲେ ଏଏସଆଇ ଟିମ୍

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ କୀର୍ତ୍ତିରାଜି ବୁଲି ଦେଖିଲେ ଏସଆଇ ଟିମ୍। ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୟ ମଞ୍ଜୁଲ, ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ ବୁଲି ଦେଖିଛନ୍ତି।  ତାଙ୍କ ସହ ଟିମର ସଦସ୍ୟ ଶୁକଶାରୀ,ପାପନାସିନୀ,ସହସ୍ର ମହାଦେବ ମଧ୍ୟ ମନ୍ଦିର ପରି ଦର୍ଶନ କରିଛନ୍ତି ।

ଲିଙ୍ଗରାଜରେ ସବୁ ବୟସର ଶ୍ରଦ୍ଧାଳୁଙ୍କୁ…

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ଶ୍ରଦ୍ଧାଳୁଙ୍କ ବୟସ କଟକଣା ଉଠାଇଲା ଭୁବନେଶ୍ବର ମହାନଗର ନିଗମ। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନେଗେଟିଭ୍‌ ଆସିଲେ…

ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଆଜି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟ ଆଜି ଭକ୍ତଙ୍କ ପାଇଁ ଖୋଲିଛି। ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ। ଯଦି ଭୁବନେଶ୍ୱରରେ କେହି ଚାକିରୀ କରିଥିବେ ତେବେ ସେମାନେ ନିଜ ପରିଚୟ ପତ୍ର ଦେଖାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ।…

୯ ମାସ ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ…

ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଆଜି ଠାରୁ ଆଜି ସେବାୟତ ପରିବାର ପାଇଁ ଖୋଲିଛି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀମନ୍ଦିର ଢ଼ାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରିବେ କେବଳ ସେବାୟତ ଓ ସେମାନଙ୍କ ପରିବାର। ଆଜିିଠାରୁ ଆଗାମୀ ୩୧ ତାରିଖ ଯାଏଁ ସେବାୟତ ପରିବାରକୁ ଲିଙ୍ଗରାଜଙ୍କ…