Odisha Link
Bridging the Missing Links in Odisha
Browsing Tag

lingaraj temple

କାଲିଠୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ରାତି ପାଇଲେ ଖୋଲିବ ଶ୍ରୀଲିଙ୍ଗରା ମନ୍ଦିର। ୯ ମାସର ଅପେକ୍ଷା ପରେ ନେତ୍ର ଦେଖିବ ଶ୍ରୀଲିଙ୍ଗରାଜକୁ। କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଅଧିପତି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। କାଲିଠାରୁ ଜାନୁଆରୀ ୩୧ ତାରିଖ ଯାଏ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ…

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଆସନ୍ତା ୨୭ ତାରିଖରୁ ଏକ୍ରାମ କ୍ଷେତ୍ର ଅଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୨୭ ତାରିଖରୁ ମନ୍ଦିରର ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସୁବିଧା ପାଇବେ। ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡିସେମ୍ବର ୩୧ ଯାଏଁ ଦର୍ଶନ ସୁବିଧା…

ନୂଆ ବର୍ଷ ପରେ ଖୋଲିପାରେ ଲିଙ୍ଗରାଜ…

ଭୁବନେଶ୍ଵର: ଶ୍ରୀମନ୍ଦିର ପରେ ଏବେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ନୂଆ ବର୍ଷ ପରେ ଖୋଲିପାରେ ଲିଙ୍ଗରାଜ ମନ୍ଦିର। ଜାନୁୟାରୀ ପ୍ରଥମ ସପ୍ତାହରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଚାଲିଛି ବିଚାରବିମର୍ଶ। ସମସ୍ତ ସେବାୟତଙ୍କ ସହ ଆଲୋଚନା କରି ସରକାରଙ୍କ ନିଷ୍ପତ୍ତି…

ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହା

ଭୁବନେଶ୍ବର: ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ପହଞ୍ଚି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରହ୍ଲାଦ ସିଂହ ପଟେଲ, ସାଂସଦ…

ଆଜି ଜାଗର, ୨୦ ପ୍ରକାର ଫୁଲରେ ସଜେଇ…

ଭୁବନେଶ୍ବର: ଆଜି ପବିତ୍ର ମହା ଶିବରାତ୍ରି ବା ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରାତି ୩ଟାରୁୁ ପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଶ ଭଳି କି ଭଳି ଫୁଲରେ ସଜାଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭିତର ବେଢା। ଏଥିପାଇଁ ଆସିଛି ୧୫ ଲକ୍ଷରୁ…

ମହା ଶିବରାତ୍ରିରେ ଶ୍ରୀଲିଙ୍ଗରାଜ…

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଜାଗର ଯାତ୍ରା । ଏକାମ୍ରକ୍ଷେତ୍ର ଚଳଚଳ । ଓଁ ନମଃ ଶିବାୟ, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଏକାମ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦେଶ ଓ ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେବ…

ମହାଶିବରାତ୍ରି, ଲିଙ୍ଗରାଜ ମନ୍ଦିରରେ…

ଭୁବନେଶ୍ବର: ଜାଗର ପାଇଁ ପ୍ରକାଶ ପାଇଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦିନ ତମାମର କାର୍ଯ୍ୟସୂଚୀ। ରାତି ୧୦ଟାରେ ଉଠିବ ମହାଦୀପ। ପବିତ୍ର ଶିବରାତ୍ରି ଅବସରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ନିଷ୍ପତ୍ତି ହୋଇଛି।…

ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ବର : ଚଳିତ ବର୍ଷ ମହାଶିବରାତ୍ରି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଦେବ ଦେବ ମହାଦେବଙ୍କ ପାଖରେ ଉଠିବ ମହାଦୀପ। ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶ୍ରୀଜୀଉଙ୍କ ମହା ଶିବରାତ୍ରି ପାଇଁ ସେବାୟତଙ୍କ ଦ୍ବାରା ପୂର୍ବ ପ୍ରସ୍ତୁତ ନୀତିନିର୍ଘଣ୍ଟକୁ ଟ୍ରଷ୍ଟବୋର୍ଡ…

‘ଏକାମ୍ର ପ୍ୟାକେଜ୍‌’ ଘୋଷଣା କଲେ ରାଜ୍ୟ…

ଭୁବନେଶ୍ବର: ଆଜି 'ଏକାମ୍ର ପ୍ୟାକେଜ' ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାଶ୍ୱିର୍କ ଅଞ୍ଚଳର ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଥଇଥାନ ଓ…

ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାରଙ୍କ…

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ଦିର ଚାରିପାଖର ଉନ୍ନତି ପାଇଁ ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ ହେବ।…