ଆଜିଠୁ କାଉଣ୍ଟରରେ ମିଳିବ ମଦ
ଭୁବନେଶ୍ବର: ଏଣିକି ଦିର୍ଘ ଦିନର ବ୍ୟବଧାନ ପରେ ଆଜିଠୁ କାଉଣ୍ଟରରେ ମିଳୁଛି ମଦ। କାଉଣ୍ଟରରେ ମଦ ବିକ୍ରୀ ନେଇ ଅନୁମତି ଦେଇଛନ୍ତି ଅବକାରୀ ବିଭାଗ। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ମଦ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଛି ଅବକାରୀ ବିଭାଗ।
ସେହିପରି ମଦର ହୋମ୍ ଡେଲିଭରୀ ମଧ୍ୟ ହୋଇପାରିବ ବୋଲି ବିଭାଗ…