ମୋରାଟୋରିୟମ୍ ଉପରେ ଅଧିକ କୋହଳ…
ନୂଆଦିଲ୍ଲୀ: ମୋରାଟୋରିୟମ୍ ଅବଧି ଉପରେ ଆଉ ଅଧିକ କୋହଳ ସମ୍ଭବ ନୁହେଁ। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ଏହି ଆଫିଡେଭିଟ୍ ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସରକାର ବିଭିନ୍ନ କ୍ଷେତ୍ରକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ୟାକେଜ୍ ଦେଇଛନ୍ତି।…