ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ, କ’ଣ…
ନୂଆଦିଲ୍ଲୀ: ଆଜିଠାରୁ ରାଜ୍ୟରେ ଲକଡାଉନ୍ ଆରମ୍ଭ। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ମେ' ୧୯ ତାରିଖ ଯାଏଁ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍ଡାଉନ୍ ରହିବ। ଏହି ସମୟରେ ସ୍ବାସ୍ଥ୍ୟ ସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା…