Odisha Link
Bridging the Missing Links in Odisha
Browsing Tag

lock down

ଲକଡାଉନ ନିଷ୍ପତ୍ତି ସ୍ବାଗତଯୋଗ୍ୟ,…

ନୂଆଦିଲ୍ଲୀ: ଆଜି କଂଗ୍ରେସ ପ୍ରମୁଖ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ସେ ପତ୍ର ମାଧ୍ୟମାରେ ୨୧ ଦିନର ଲକଡାଉନ ନି‌ଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ଏଥିସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଚିନ୍ତା କରିବା ପାଇଁ କହିଛନ୍ତି ସୋନିଆ ଗାନ୍ଧୀ। ସେ ଆହୁରି…

କରୋନା ମୁକାବିଲା: କଟକରେ ଖାଦ୍ୟ…

କଟକ: ମହାମାରୀ କରୋନା ମୁକାବିଲା ପାଇଁ ସମଗ୍ର ଦେଶ ୨୧ ଦିନ ପାଇଁ ଲକଡାଉନ। ସାମାଜିକ ଦୂରତ୍ତ୍ବ ଓ ବଜାର ଉପରେ ନିୟନ୍ତ୍ରଣ ରଖିବା ପାଇଁ କଟକ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହଯୋଗରେ ସାଧାରଣ ଲୋକେ ଯେପରି ଅସୁବିଧା ନ ଭୋଗନ୍ତି, ସେ ଦିଗରେ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନର ପରିସ୍ଥିତିରେ…

୨ୟ ଦିନରେ ଲକଡାଉନ: ସେୟାର ବଜାରରେ…

ମୁମ୍ବାଇ: ଆଜି ସାରା ଦେଶରେ ଜାରି ହୋଇଥିବା ଲକ ଡାଉନର ୨ୟ ଦିନ। ଲକଡାଉନ ହେବା ସତ୍ତ୍ବେ ସେୟାର ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗୁୁରୁବାର ସେୟାର ବଜାର ସବୁଜ ଚିହ୍ନରେ ଖୋଲିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୩୪୮.୬୩ ଅଙ୍କ ଅର୍ଥାତ୍‌ ୧.୨୨ ପ୍ରତିଶତ ବୃଦ୍ଧି ପାଇ…

ବିଏମସିର କଡ଼ା ପଦକ୍ଷେପ: ୧ ନମ୍ବର ହାଟ…

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ହେଲେ କରୋନାକୁ ଜିତିବାକୁ ହେଲେ ସାମାଜିତ ଦ୍ବରତ୍ବ ହିଁ ଏହାର ଏକମାତ୍ର ବିକଳ୍ପ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସମାଜିକ ଦୂରତ୍ବ ରକ୍ଷା ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହାକୁ ନଜରରେ ରଖି…

ଲକଡାଉନ୍: କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ୍। ସାରା ଦେଶ କାଲିଠୁ ପୁରା ଲକ ଡାଉନ ହୋଇଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଲକଡାଉନ ସମୟରେ କିଭଳି ଦେଶବାସୀଙ୍କୁ ଖାଦ୍ୟ ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର…

ଲକଡାଉନ: ସେୟାର ବଜାରରେ ବୃଦ୍ଧି,…

ମୁମ୍ବାଇ: ଆଜିଠୁ ସାରା ଦେଶ ଲକଡାଉନ। ହେଲେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି। ଅପରାହ୍ନ ୨ଟା ୩୦ ସୁଦ୍ଧା ସେନସେକ୍ସ ଓ ନିଫଟି ବୃଦ୍ଧି ପାଇବାରେ…

ଲକ ଡାଉନ: ନିୟମ ମାନିଲେନି, ପୋଲିସ୍‌…

ବାଲିଗୁଡ଼ା: କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶ ଲକ ଡାଉନ। ଲକ ଡାଉନ ସମୟରେ ସମସ୍ତେେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅତି ଜରୁରୀକାଳୀନ କାର୍ଯ୍ୟଥିଲେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାରର। ହେଲେ କେତେକ ସ୍ଥାନରେ କିଛି ଲୋକ ଲକ ଡାଉନକୁ…

ପୂରା ଦେଶ ଲକଡାଉନ: କଣ ଖୋଲା, କଣ ବନ୍ଦ?

ଭୁବନେଶ୍ବର: ଆଜିଠୁ ସାରା ଦେଶ ୨୧ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ। ମହାମାରୀ କରୋନାର ମୁକାବିଲା କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ସାମାଜିକ ଦୂରତା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଜଣେ ଅନ୍ୟ ଜଣଙ୍କ ଠାରୁ ଦୂରରେ ରହିଲେ ହିଁ କରୋନାର ପ୍ରକୋପ ରହିବ…

କରୋନା ମାନେ ‘କେହି ରାସ୍ତାକୁ…

ନୂଆଦିଲ୍ଲୀ: ଆଜି ମହାମାରୀ କରୋନା ଭାଇରସକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଜନତା କର୍ଫ୍ୟୁକୁ ଭାରତବାସୀ ସଫଳ କରିଛନ୍ତି ଆଉ ଜଣାଇଛନ୍ତି କି ଭାରତକୁ ବିପଦ ଆସିଲେ ସମସ୍ତେ କେମିତି ଏକଜୁଟ ହୋଇ ଲଢନ୍ତି। ହେଲେ କରୋନା…

ଲକ ଡାଉନ: ନିୟମ ନମାନିଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସ ଭାରତରେ କାୟା ବିସ୍ତାର କରୁଛି। ଏହାକୁ ଦେଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ମାନେ ଘୋଷଣା କରିଛନ୍ତି ଲକଡାଉନ। ରାଜ୍ୟ ସରକାର ଜାରି କରିଥିବା ଲକ ଡାଉନ ମାନିବାକୁ ସମସ୍ତେ ବାଧ୍ୟ। କେବଳ ଜରୁରୀ କାମ…