Odisha Link
Bridging the Missing Links in Odisha
Browsing Tag

lock down

୧୪ ଜିଲ୍ଲାରେ ଲକଡାଉନ, ଦିନ ୧୦ରୁ ୨ଟା…

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଆଜି ଆଉ ୯ ଜିଲ୍ଲାକୁ ଏହା ସଂପ୍ରସାରିତ ହୋଇଛି। ଆସନ୍ତାକାଲି ସକାଳୁ ଏହି ସବୁ ଜିଲ୍ଲାରେ ଲକ୍‌ଡାଉନ୍‌ କଡ଼ାକଡ଼ି ଲାଗୁହେବ। ମୋଟ ୧୪ ଜିଲ୍ଲା ଏବେ…

କରୋନା: ଲକ ଡାଉନ ପାଳନ କରିବାକୁ…

ନଆଦିଲ୍ଲୀ: ସାରା ଦେଶରେ ଦିନକୁ ଦିନ କାୟା ମେଲାଉଛି କରୋନା ଭୂତାଣୁ। ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୭କୁ ବୃଦ୍ଧି ପାଇଛି। ଏହାର ମୁକାବିଲା କରିବାକୁ ଯାଇ ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ରାଜ୍ୟର ଅଞ୍ଚଳରେ ଳକ ଡାଉନ ଘୋଷଣା କରିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଭାରତରେ କାୟା ମେଲାଉଛି ‘କରୋନା…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କାୟା ମେଲାଉଛି 'କରୋନା ଭାଇରସ୍'। କରୋନା ଭାଇରସର ମୁକାବିଲା କରିବା ଉଭୟ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟର ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି। ହେଲେ ଏବେ ସୁଦ୍ଧା ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩୯୬ରେ ପହଁଚିଲାଣି। ଭାରତୀୟ ମେଡିକାଲ କାଉନସିଲ୍…

ଜନତା କର୍ଫ୍ୟୁ: ଆଜି ଗାଡ଼ି, ଟ୍ରେନ ଚଳାଚଳ…

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆରମ୍ଭ ହୋଇଛି ଜନତା କର୍ଫ୍ୟୁ। ସେହିପରି ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। ଜନତା କର୍ଫ୍ୟୁ ପାଇଁ ଆଜି ସମଗ୍ର ରାଜ୍ୟରେ ବନ୍ଦ ରହିଛି ଘରୋଇ ବସ୍ ସେବା। ପ୍ରାୟ ୧୪ ହଜାର ଘରୋଇ ବସ୍ ଗଡି ନାହିଁ। ଜନତା କର୍ଫ୍ୟୁ ପାଇଁ…

କରୋନା: ପ୍ରଥମ ରାଜ୍ୟ ଭାବେ ସାରା…

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି। ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସାରା ଦେଶବାସୀ ଏଥିରେ ସାମିଲ ହୋଇଛନ୍ତି।  ମୁକାବିଲା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସାରା ରାଜ୍ୟରେ ଲକ ଡାଉନ ବା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ଜିଲ୍ଲା…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟରେ ଥିବା କଟକଣା ବଳବତ୍ତର ରହିବା ସହ ଆସନ୍ତାକାଲି ଠାରୁ ୭ ଦିନ ଯାଏଁ ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ…

କରୋନା: ମୁମ୍ବାଇ, ପୁନେ, ନାଗପୁର ଲକ୍‌…

ମୁମ୍ବାଇ: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…