ନାମ ବଦଳ ରାଜନୀତି: ପ୍ରଥମେ ଉତ୍କଳ, ପରେ…
ଭୁବନେଶ୍ବର: ଧର୍ମନିରପେକ୍ଷତାର ମୁଖା ତଳେ ବିଜୁ ଜନତା ଦଳର ତୁଷ୍ଟୀକରଣ ରାଜନୀତି ବେଳକୁ ବେଳ ସ୍ପଷ୍ଟ ହେଉଛି। ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର କେତେବଳେ ସଂଖ୍ୟାଲଘୁଙ୍କୁ ଖୁସି କରିବାକୁ ପ୍ରସିଦ୍ଧ କବିଙ୍କୁ ଅଣଦେଖା କରୁଛନ୍ତି ତ କେତେବେଳେ କଂଗ୍ରେସ ବିରୋଧୀ ତତ୍ତ୍ବର ପ୍ରିୟପାତ୍ର ହେବାକୁ…