ପ୍ରଥମ ଥର ହେବ ଲୋକସଭା ବାଚସ୍ପତି…
ଓଏଲ୍ ବ୍ୟୁରୋ: ଭାଙ୍ଗିବାକୁ ଯାଉଛି ପରମ୍ପରା। କାରଣ ଜୁନ୍ ୨୬ ତାରିଖରେ ଅନୁଷ୍ଠିତ ହେବ ଲୋକସଭାର ବାଚସ୍ପତି ନିର୍ବାଚନ। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ଲୋକସଭାରେ ହେବ ନିର୍ବାଚନ। କାରଣ ଏନଡିଏ ପ୍ରାର୍ଥୀ ଭାବେ ଓମ୍ ବିର୍ଲା ନାମାଙ୍କନ…