Odisha Link
Bridging the Missing Links in Odisha
Browsing Tag

Loksabha

ସୋମବାର ଲୋକସଭାରେ ଆଗତ ହେବ ନାଗରିକ…

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନ ଲୋକସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ଏହି ବିଲରେ ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ…

କ୍ଷମା ମାଗିଲେ ପ୍ରଜ୍ଞା

ଭୁବନେଶ୍ବର : ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଲୋକ ସଭାରେ କ୍ଷମା ମାଗିଲେ । ନାଥୁରାମ ଗଡସେକୁ ଦେଶଭକ୍ତ କହିବାଥିବା ପ୍ରସଙ୍ଗକୁ ନେଇ କ୍ଷମା ମାଗିଲେ ପ୍ରଜ୍ଞା । ଏହି ପ୍ରସଙ୍ଗକୁ ନେଇ ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଚାପ ପରେ କ୍ଷମା ପ୍ରାର୍ଥନା କଲେ ପ୍ରଜ୍ଞା ।' ଯଦି ମୋ ବୟାନ ଦ୍ବାରା…

ମହାତ୍ମା ଗାନ୍ଧି ଦେଶର ପଥ ପ୍ରଦର୍ଶକ…

ନୂଆଦିଲ୍ଲୀ: ଲୋକସଭାରେ ଗଡସେଙ୍କୁ ନେଇ ଦେଖିବାକୁ ମିଳିଛି ତାତି। ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି ଯେଉଁ ଦର୍ଶନ କୁହେ, ତାହାକୁ ଭାରତୀୟ ଜନତା ପାର୍ଟି କଡ଼ା ଭାଷାରେ ନିନ୍ଦା କରୁଛି। ବିଜେପି ଏଭଳି ଦର୍ଶନକୁ କେବେ ସମର୍ଥନ କରେ ନାହିଁ ବୋଲି ଲୋକସଭାରେ କହିଛନ୍ତି…

ସଂସଦରୁ ନିଲମ୍ବିତ ହେଲେ ୨ କଂଗ୍ରେସ…

ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହରେ ଦେଖିବାକୁ ମିଳିଥିଲା ମହାରାଷ୍ଟ୍ର ରାଜନୀତି ତାତି। ଆଜି ଲୋକସଭାରେ ମହାରାଷ୍ଟ୍ରରେ ବିଜେପି କ୍ଷମତା ଦଖଲ କରିବା ଘଟଣାକୁ କେନ୍ଦ୍ର କରି ହଟ୍ଟଗୋଳ କରିଥିଲେ କଂଗ୍ରେସ ସାଂସଦ। ଲୋକସଭାରେ ହୋହାଲ୍ଲା କରୁଥିବା ଦୁଇ କଂଗ୍ରେସ ସାଂସଦ ଟିଏନ ପ୍ରତାପନ ଓ ହିବି ଇଡେନଙ୍କୁ ଆଜି…

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜାମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଆଗତ ହୋଇଛି। ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ସେହିପରି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ଜାମ୍ମୁ-କଶ୍ମୀର…

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଆଜି…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଉପସ୍ଥାପନ ହେବ। ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି। ଏହି ବିଲ୍‌ରେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି। ଜମ୍ମୁ-କଶ୍ମୀରକୁ…

ଲୋକସଭାରେ ଆଜି ଆଗତ ହୋଇପାରେ ତିନି ତଲାକ୍…

ନୂଆଦିଲ୍ଲୀ: ଆଜି ଲୋକସଭାରେ ହୋଇପାରେ ‘ତିନି ତଲାକ’ ବିଲ ଉପରେ ଆଲୋଚନା। ଏହା ସହିତ ବିଲ ପାସ ହେବାର ସମ୍ଭାବନା ରହିଛି। ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ନିଜର ସାଂସଦଙ୍କୁ ହୁଇପ ଜାରି କରିଛି। ଏଥିପାଇଁ ବିଜେପି ଗୃହରେ ସାଂସଦ ମାନଙ୍କ ଉପସ୍ଥିତି…

ସଂସଦରେ ଜଳବନ୍ଦୀ ଭୁବନେଶ୍ବର ପାଇଁ…

ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ବରର ଜଳବନ୍ଦୀ ସମସ୍ୟା କଥା ସଂସଦରେ ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ଯେ,“ ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ…

ବିଜେଡ଼ି ରାଷ୍ଟ୍ରପତିଙ୍କ ଅଭିଭାଷଣର…

ନୂଆଦିଲ୍ଲୀ : ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଲୋକସଭାରେ ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଏହି ଆଲୋଚନାରେ ବିଜୁ ଜନତା ଦଳ ଭାଗ ନେବ। ବିଜେଡି ପକ୍ଷରୁ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ…

ସଂସଦର ଉଭୟ ଗୃହରେ ସମ୍ବୋଧନ କଲେ…

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଜନତା ସ୍ପଷ୍ଟ ବହୁମତ ଦେଇଛନ୍ତି। ଗତ ପାଞ୍ଚ ବର୍ଷରେ ନାଗରିକମାନେ ବୁଝି ସାରିଛନ୍ତି ଯେ ସରକାର ସେମାନଙ୍କ ପାଇଁ। ଏଥର ସାଧାରଣ…