ସୋଆରେ ଆୟୋଜିତ ହେବ ଦୂରଗାମୀ…
ଭୁବନେଶ୍ୱର: ଖଣିଜ ପଦାର୍ଥ ପରିବହନ ନିମନ୍ତେ ରୂପରେଖ, ନିର୍ମାଣ ଏବଂ କାର୍ଯ୍ୟ ଦୃଷ୍ଟିରୁ ଦୂରଗାମୀ ପାଇପ୍ଲାଇନ୍ର ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ କର୍ମଶାଳା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଜାନୁଆରୀ ୮ ତାରିଖରୁ ଆୟୋଜନ କରାଯାଉଛି। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍…