‘ଶୀତଳଷଷ୍ଠୀ’ର ଶୁଭେଚ୍ଛା ଜଣାଇଲେ…
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପବିତ୍ର ଶୀତଳଷଷ୍ଠୀ। ଏହି ଅବସରରେ ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡିଓ ଜାରି କରି ସମ୍ବଲପୁରୀ ଭାଷାରେ "ଶୀତଳଷଷ୍ଠୀ"ର ଶୁଭେଚ୍ଛା ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଠାରୁ ଶୀତଳଷଷ୍ଠୀ ପର୍ବ ଆରମ୍ଭ ହେବା…