ଏଥର ଓଡ଼ିଆ ଭାଷାରେ ପ୍ରସାରିତ ହେବ ଆଇପିଏଲ
ଓଏଲ୍ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୬ ତମ ସଂସ୍କରଣ। ପୂର୍ବ ସଂସ୍କରଣଠୁ ଚଳିିତ ସଂସ୍କରଣ ସବୁଠୁ ନିଆରା କାରଣ ଏଥର ୧୨ ଟି ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ ଆଇପିଏଲ। ଆଉ ସବୁଠୁ ବଡ଼ କଥା ହେଲା ଏଥର ଓଡ଼ିଆ ଭାଷାରେ ମଧ୍ୟ ଖେଳ ବିବରଣୀ ପାଇପାରିବେ ଓଡ଼ିଆ…