ସ୍ତ୍ରୀକୁ ଦ୍ୱିତୀୟ ପ୍ରେମିକ ସହ ବିବାହ…
ପାଟନା: ପ୍ରେମର କୌଣସି ବୟସସୀମା ନାହିଁ। କେତେବେଳେ କାହାକୁ ପ୍ରେମ ହୋଇଯିବ ସେକଥା କହିହେବ ନାହିଁ। ଲଭ୍ ମ୍ୟାରେଜ୍ କରି ଆଉ କାହାକୁ ପ୍ରେମ କରି ବସିଲେ ସ୍ତ୍ରୀ। ବିବାହ ପରେ ଗୋଟିଏ ଝିଅର ମାଆ ହୋଇ ବି ମହିଳାଙ୍କୁ ପ୍ରେମ ହୋଇଗଲା। ସ୍ୱାମୀ ଏକଥା ଜାଣିବା ପରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ…