ଲୋୟର ପିଏମ୍ଜି ପାଲଟିଲା ରଣକ୍ଷେତ୍ର,…
ଓଏଲ୍ ବ୍ୟୁରୋ: ଓଡ଼ିଶା ରାଜନୀତିର ଟାଣୁଆ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପ୍ରାୟ ମାସେ ପୁରିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିବା ଛଡ଼ା କେଉଁ କାରଣରୁ ସେ ହତ୍ୟା କଲା ତାର ଉତ୍ତର ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ପାଖରେ ମଧ୍ୟ ନାଇଁ। ରାଜ୍ୟରେ ନବ ଦାସ…