Odisha Link
Bridging the Missing Links in Odisha
Browsing Tag

LPG

କମିଲା ସିଲିଣ୍ଡର ଦର, ମହିଳା ଦିବସରେ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରି। ଏଥିସହିତ ଆଜି ହେଉଛି ମହିଳା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ଘୋଷଣା। ଆଜିଠୁ ଦେଶରେ କମିଲା ଏଲ୍‌ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଛି। ଏନେଇ ଆଜି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି…

ଗ୍ୟାସ ଦର ଆହୁରି କମିବାର ଥିଲା: ବିଜେଡି

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଗ୍ୟାସ ଦର କମାଇଛନ୍ତି। ଆଜିଠୁ ସିଲିଣ୍ଡର ପିଛା ଗ୍ୟାସ ଦର ଦୁଇ ଶହ ଟଙ୍କା କମାଇଛନ୍ତି ସରକାର। ଯାହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗ୍ୟାସ ଦର ଆହୁରି କମିବାର ଥିଲା। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ…

କମିଲା ଏଲ୍‌ପିଜି ଗ୍ୟାସ୍‌ ଦର

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଜୁନ୍‌ ମାସ। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ…

ମାର୍ଚ୍ଚ ପହିଲାରୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଜନସାଧାରଣଙ୍କୁ ମହଙ୍ଗା ମାଡ଼। ହୋଲି ପୂର୍ବରୁ ଜନତାଙ୍କ ଉପରେ ଲାଗିଲା ମହଙ୍ଗା ରଙ୍ଗ। କାରଣ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି। ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ କମର୍ସିଆଲ ଗ୍ୟାସ ଦର ଲମ୍ବା ଡିଆଁ…

ରୋଷେଇ ଘରେ ଲାଗିଲା ନିଆଁ, ଏବେ ସିଲିଣ୍ଡର…

ଓଏଲ୍‌ ବ୍ୟୁରୋ: ମେ' ମାସ ପ୍ରଥମ ସପ୍ତାହରୁ ହିଁ ମହଙ୍ଗା ମାଡ଼। ପୁଣି ବଢ଼ିଲା ଘରୋଇ ରନ୍ଧନ ଗ୍ୟାସ୍‌ ଦର। ଶନିବାର ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତଦର ଆଜିଠାରୁ ଲାଗୁ ହୋଇଛି। ବର୍ଦ୍ଧିତ ଗ୍ୟାସଦର ବୃଦ୍ଧି ପାଇବା ପରେ ବର୍ତ୍ତମାନ ଗ୍ୟାସ୍‌ ସିଲିଣ୍ଡର ଦର…

ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମହଙ୍ଗା ମାଡ଼। ପେଟ୍ରୋଲ-ଡିଜେଲ ପରେ ଏବେ ବଢ଼ିଛି ଗ୍ୟାସ ସିଲିଣ୍ଡର ଦର। ଆଜିଠୁ ରୋଷେଇ ଗ୍ୟାସର ଦର ବଢ଼ିଛି। ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରୋଷେଇ ଗ୍ୟାସରେ ୨୫.୫୦ ଟଙ୍କା ବଢ଼ାଇଛନ୍ତି। ସେହିପରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୮୪ ଟଙ୍କା ବୃଦ୍ଧି କରାଯାଇଛି।…

ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର। ଦେଶର ତୈଳ ଓ ରନ୍ଧନ ଗ୍ୟାସ (ଏଲପିଜି) ମାର୍କେଟିଂ କମ୍ପାନିଗୁଡିକ ଆଜି ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସିଲିଣ୍ଡର ପିଛା ୧୨୨ ଟଙ୍କା ହ୍ରାସ କରାଯାଇଛି। ଏହି ଘୋଷଣା ପରେ ଏବେ ଦିଲ୍ଲୀରେ ଏକ ସିଲିଣ୍ଡରର…

ଗ୍ରାହକ ଗ୍ୟାସ ପାଇଁ ୩ଟି ଡିଲରଙ୍କ ପାଖରେ…

ନୂଆଦିଲ୍ଲୀ: ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜ୍ବଳା ଯୋଜନାରେ କେନ୍ଦ୍ର ସରକାର ଅଧିକରୁ ଅଧିକ ଗ୍ୟାସ ସଂଯୋଗ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ତୈଳ ସଚିବ କହିଛନ୍ତି, ଆସନ୍ତା ୨ବର୍ଷ ମଧ୍ୟରେ ଆଉ ୧ କୋଟି ମାଗଣା ଗ୍ୟାସ ସଂଯୋଗ ଦେବା ପାଇଁ ପ୍ରୟାସ କରାଯାଉଛି। ଏଣିକି ଗ୍ରାହକ…

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା…

ନୂଆଦିଲ୍ଲୀ: ୫ମାସର ବ୍ୟବଧାନ ପରେ ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଗୁରୁବାରଠାରୁ କେନ୍ଦ୍ର ସରକାର ଏଲପିଜିର ଦରରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ପକ୍ଷରୁ କୁହାଯାଇଛି। ବର୍ଦ୍ଧିତ ଦର ପରେ ଏଣିକି ୧୪.୨ କେଜି…

୧ ହଜାରରୁ ଉର୍ଦ୍ଧ୍ୱ ଏଲପିଜି ବିତରକଙ୍କ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଏଲପିଜି ବିତରକଙ୍କ ସହ ଆଲୋଚନା କରିଥିବା ବେଳେ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ ଗୁରୁତ୍ୱାରୋପ…