ଓଡ଼ିଶାରେ ପୁଣି ଥରେ ବ୍ୟାପିଲା ଲମ୍ପି…
ଭୁବନେଶ୍ୱର: ବାତ୍ୟା 'ଫନି' ପରେ ଓଡ଼ିଶାରେ ଲମ୍ପି ସ୍କିନ୍ ଡିଜିଜ୍ ଦେଖିବାକୁ ମିଳିଥିଲା। କିଛି ବର୍ଷର ବିରତି ପରେ ପୁଣିଥରେ ଏବେ ଓଡ଼ିଶାର ଗୋରୁଗାଈ, ଛେଳି ଓ ମଇଁଷିମାନଙ୍କ ଶରୀରରେ ଦେଖାଦେଉଛି ମାରାତ୍ମକ ଚର୍ମ ରୋଗ ଲମ୍ପି ସ୍କିନ୍ ଡିଜିଜ୍ (ଏଲ୍ଏସ୍ଡି)। ଏନେଇ ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ…