ପ୍ରିୟଙ୍କା ଚୋପ୍ରାଙ୍କୁ ଲିଗାଲ ନୋଟିସ୍…
ମୁମ୍ବାଇ : ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଆନନ୍ଦ ଶିଲା । ସେ ହେଉଛନ୍ତି Indian Guru Rajneesh ର ଟ୍ରଷ୍ଟି । ଖୁବ ଶୀଘ୍ର ତାଙ୍କ ଜୀବନୀ ଉପରେ ସିନେମା ହେବାକୁ ଯାଉଛି । ପ୍ରିୟଙ୍କା ଚୋପ୍ରା ତାଙ୍କ ଉପରେ ବାୟୋପିକ୍ ବନାଇବା ଏବଂ ତାହାକୁ ପ୍ରଡ୍ୟୁସ୍ କରିବାକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ…