ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇଁ ମଧୁ ଆପ୍
ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବୃଦ୍ଧି ଆଣିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆରମ୍ଭ କୁରୁଅଛି ମଧୁ ଆପ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପ୍କୁ ଉଦ୍ଘାଟନ କରିବେ। ଏହି ଆପ୍କୁ ଉତ୍କଳ ମଣି ମଧୁସୂଧନ ଦାସଙ୍କ ନାମରେ ନାମିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ…