ଉତ୍କଳ ଟ୍ୟାନେରୀ, ପଛୁଆଙ୍କ ଉନ୍ନତି ଓ…
ଶୁଭ୍ରାଂଶୁ ପଣ୍ଡା
ଦେଶ ବ୍ୟାପୀ ଏବେ ଉଦ୍ୟୋଗ ପ୍ରତିଷ୍ଠାର ଲହରୀ ଖେଳୁଥିବା ବେଳେ ଷ୍ଟାର୍ଟଅପ୍ ନୀତି ମାଧ୍ୟମରେ ସରକାର ନୂଆ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଦେଶର ବିକାଶରେ ଉଦ୍ୟୋଗ ଯେ ଏକ ଅପରିହାର୍ଯ୍ୟ ଅଙ୍ଗ, ଏହାକୁ କେହି ଅସ୍ଵୀକାର କରି ପାରିବେନାହିଁ। ତେବେ ଦେଶ ସ୍ବାଧୀନ…