ମହାନଦୀ ଜଳବିବାଦ ଶୁଣାଣି: ଅସଂପୂର୍ଣ୍ଣ…
ଓଏଲ୍ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ଏହି ମାମଲାକୁ ନେଇ ଆଜି ଶୁଣାଣି କରାଯାଇଥିବାବେଳେ ଆଜିର ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ ରହିଲା। ଓଡ଼ିଶା ପକ୍ଷରୁ ପ୍ରଥମ ସାକ୍ଷୀ ଭାବେ ମନୋଜ ପଣ୍ଡାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ମହାନଦୀ ଅବବାହିକାରେ ସାମାଜିକ ଅର୍ଥନୈତିକ ପ୍ରଭାବ ଉପରେ…