Odisha Link
Bridging the Missing Links in Odisha
Browsing Tag

Mahanadi Tribunal

ଜଗା ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ୍…

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ଛତିଶଗଡ ପରେ ଓଡ଼ିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ମେ ୨୦ରୁ ମହାନଦୀ ଜଳର ସ୍ତିତି ଅନୁଧ୍ୟାନ ପାଇଁ ଓଡିଶା ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍। ତେବେ ଓଡ଼ିଶା ଗସ୍ତରେ ଆସି ଜଗା ଦର୍ଶନ କରିଛନ୍ତି ଟ୍ରିବୁନାଲ ଟିମ୍। ପୁରୀକୁ ୨ଦିନିଆ…

ମହାନଦୀ ପାଇଁ ପୁଣି ଆନ୍ଦୋଳନ ହେବ

ଭୁବନେଶ୍ବର: ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ମମାଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀ ଟ୍ରିବ୍ୟୁନାଲ୍‌ର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଛି। ତେବେ କୌଣସି କାରଣରୁ ଏବେ ଏହି ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିବା ଜଣାପଡ଼ିଛି। ତେବେ ଟ୍ରିବ୍ୟୁନାଲ୍‌ରୁ…

ଫେବୃଆରୀ ୧ କୁ ଘୁଞ୍ଚିଲା ମହାନଦୀ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ଓ ଛିତଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୧କୁ ଘୁଞ୍ଚାଯାଇଛି । ଏହି ମାମଲାର ଶୁଣାଣି କରୁଥିବା ଟ୍ରିବୁ୍ୟନାଲ ଏହି ଦିନ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ପ୍ରକଳ୍ପ ଅଞ୍ଚଳର ଅନୁଧ୍ୟାନ କରି ଉଭୟ ଛତିଶଗଡ଼ ଓ ଓଡ଼ିଶା ଆଜି ଟ୍ରିବୁ୍ୟନାଲଙ୍କୁ…

ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି

ଭୁବନେଶ୍ବର: ଆଜି ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ୍. ଖାନଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟର ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି।…

ମହାନଦୀ ଜଳବିବାଦ: “ଆସେସର” ନିଯୁକ୍ତି…

ନୂଆଦିଲ୍ଲୀ: ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ନେଇ ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଆଜି ମହାନଦୀ ଟ୍ରିବ୍ୟୁନାଲରେ ଜଳ ବିବାଦକୁ ନେଇ ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖିଥିଲେ । ଏଥିରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ୩୦ ଅକ୍ଟୋବରରୁ ନଭେମ୍ବର ୨ମଧ୍ୟରେ…

ଘୁଞ୍ଚୁଛି ମହାନଦୀ ଜଳ ବିବାଦ ମାମଲା,…

ନୂଆଦିଲ୍ଲୀ: ଦିନ ପରେ ଦିନ ଗଡ଼ୁଛି ମହାନଦୀ ଜଳ ବିବାଦ ମାମଲା ଓଡ଼ିଶା ଓ ଛତିଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୩ ତାରିଖ ଦିନ ହେବ ବୋଲି ଶନିବାର ଦିନ ଟ୍ରାଇବୁନାଲ୍‌ ଘୋଷଣା କରିଥିବା କଥା ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି। ଏହି ମାମଲାର ଶୁଣାଣି ପାଇଁ…