Odisha Link
Bridging the Missing Links in Odisha
Browsing Tag

Maharashtra

ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ…

ମୁମ୍ବାଇ: ପୁଣି ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ସବୁଠାରୁ ବଡ଼ କଟକଣା ଜାରି କରାଯାଇଛି। ପୂର୍ବରୁ ମହାରାଷ୍ଟ୍ର ସରକାର ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଲକଡାଉନ ଜାରି କରିଥିଲେ। ତଥାପି ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଖସି ନଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି…

ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ…

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ଏକ ବିସ୍ଫୋରକ ଭର୍ତ୍ତି ଏସୟୁଭି କାରକୁ ଜବତ। ସୁରକ୍ଷାକର୍ମୀ କାରକୁ ଜବତ କରିବା ସହ ପୁଲିସକୁ ଖବର ଦେଇଥିଲେ। କାର ଭିତରରୁ ୨୦ଟି ଜିଲୋଟିନ୍ ଷ୍ଟିକ୍ ମିଳିଛି। ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚିବା ସହ, ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି…

ଟ୍ରକ୍‌ ଓଲଟି ୧୬ ମୃତ, ୫ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ଜଲ୍‌ଗାଓଁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ ଓଲଟି ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏକ…

ପୋଲିଓ ବଦଳରେ ହ୍ୟାଣ୍ଡ ସାନିଟାଇଜର ଡ୍ରପ୍…

ମହାରାଷ୍ଟ୍ର: ପୋଲିଓ ବଦଳରେ ହ୍ୟାଣ୍ଡ ସାନିଟାଇଜର ଡ୍ରପ୍ ନେଇ ୧୨ ଶିଶୁ ଅସୁସ୍ଥ। ଏଭଳି ନିନ୍ଦନୀୟ ଘଟଣା ମହାରାଷ୍ଟ୍ରର ୟାଭତମାଲରେ ଘଟିଛି। ସେମାନଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଗତ ରବିବାର ଦିନ ୧ ବର୍ଷରୁ ୫ ବର୍ଷ ବୟସ ଯାଏଁ ଶିଶୁଙ୍କୁ ପୋଲିଓ ଅଭିଯାନ…

ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ଘରେ…

ମୁମ୍ବାଇ: ଆଜି ସକାଳୁ ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବାସଭବନ ଓ ଅଫିସରେ ଅତର୍କିତ ଭାବେ ଇଡି ରେଡ୍ କରିଛି। ଗୋଟିଏ ମନିଲଣ୍ଡରିଂ କେସ୍‌ରେ ପ୍ରତାପଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା।‌ ତାଙ୍କର ଏକାଧିକ ଠିକଣାରେ ରେଡ୍‌ ହୋଇଥିବା ଜଣାପଡ଼ିଛି। ଥାନେ ଅନ୍ତର୍ଗତ ଓଭାଲା-ମାଜିୱାଦା…

ନୂଆ କରୋନା ସଂକ୍ରମଣରେ ମହାରାଷ୍ଟ୍ରକୁ…

ନୂଆଦିଲ୍ଲୀ:କରୋନା ସଂକ୍ରମଣରେ ଦିଲ୍ଲୀ ମହାରାଷ୍ଟ୍ରକୁ ଟପିଯାଇଛି। ନୂଆ କରୋନା ସଂକ୍ରମଣ ମାମଲାରେ ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରକୁ ଟପିଛି ଦିଲ୍ଲୀ। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭,୭୪୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ୫,୫୮୫ ସଂକ୍ରମଣ…

ମାଡ଼ିଗଲା ମାଲବାହୀ ଟ୍ରେନ୍, ଚାଲିଗଲା ୧୪…

ଔରଙ୍ଗାବାଦ: ଆଜି ସକାଳୁ ସକାଳୁ ଅଘଟଣ। ମାଲବାହୀ ଟ୍ରେନ୍‌ ଧକ୍କାରେ ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏବଂ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ମାନଙ୍କୁ ଔରଙ୍ଗାବାଦ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ସକାଳ ୫ଟା ୧୫ ମିନିଟରେ ଏଭଳି ଅଘଟଣ ହୋଇଛି। ଏଭଳି ଘଟଣା…

ମେ ପହିଲାରେ ମହାରାଷ୍ଟ୍ରରେ ଲାଗୁ ହେବ…

ମୁମ୍ବାଇ: ଚଳିତ ବର୍ଷ ମେ ପହିଲାରେ ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେବ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଘୋଷଣା ପରେ ମହାବିକାଶ ଅଘାଡି ମେଣ୍ଟର ଅନ୍ୟ ଦୁଇ ପ୍ରମୁଖ ସହଯୋଗୀ କଂଗ୍ରେସ ଓ ଏନସିପି ତୀବ୍ର ବିରୋଧ କରୁଥିବା ଜାତୀୟ…

ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳିଦେବାକୁ…

ମହାରାଷ୍ଟ୍ର: ଶିକ୍ଷୟିତ୍ରୀଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ। ଏକ ତରଫା ପ୍ରେମକୁ ନେଇ ଜଣେ ବିବାହିତ ବ୍ୟକ୍ତି ଜଣେ ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ଓ୍ବାର୍ଦ୍ଧା ହିମଗଙ୍ଗାଘାଟ ଅଞ୍ଚଳର। ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ନାଗପୁର…

ମହାରଷ୍ଟ୍ରରେ ରାଷ୍ଟ୍ରପତି ଶାସନ!

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିସ କରିଥିବା ସୂଚନା ମିଳିଛି। ରାଜ୍ୟର ସାଂପ୍ରତିକ ସ୍ଥିତିକୁ ନେଇ ଗୃହ ମନ୍ତ୍ରାଳୟକୁ ଜଣାଇଲେ ରାଜ୍ୟପାଳ। ରାତି ସାଢେ ୮ ପରେ ଯେ କୌଣସି ସମୟରେ ଆସିପାରେ ନିଷ୍ପତ୍ତି। ଏନସିପିକୁ ରାତି ସାଢେ ୮ଟା…