Odisha Link
Bridging the Missing Links in Odisha
Browsing Tag

Maharastara Politics

ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ…

ମହାରାଷ୍ଟ୍ର: ମହାରାଷ୍ଟ୍ର ମାମଲାରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ଆସନ୍ତା କାଲି ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟରେ ସିକ୍ରେଟ ବାଲାଟ ବ୍ୟବହାର ନ ହେବା ପାଇଁ ମଧ୍ୟ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ। ଏହି ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ କରାଯିବ। ପ୍ରୋ- ଟେମ୍‌…

ପାଓ୍ବାର କହିଲେ ନିଷ୍ପତ୍ତି କାଲି ନେବୁ,…

ମୁମ୍ବାଇ: ଏନସିପି, କଂଗ୍ରେସ ଓ ଶିବସେନା ବୈଠକ ପରେ ଏନସିପି ନେତା ଶରଦ ପାଓ୍ବାରଙ୍କ ସୂଚନା। ସେ କହିଛନ୍ତି ଯେ, ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ସରକାର ଗଠନ ଲାଗି କେବେ ଆବେଦନ କରିବୁ କାଲି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଶରଦ ପାଓ୍ବାର।…

କଂଗ୍ରେସ-ଏନସିପି ସହ କାମ କରିବୁ: ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା ପରେ ଘନଉଛି ମହାରାଷ୍ଟ୍ର ରାଜନୀତି। ସିଧାସଳଖ ଭାବେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଉପରେ ଦୋଷ ଲଦିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସେ ପେସ୍‌ ମିଟରେ କହିଛନ୍ତି ଯେ, ଆମେ ଗତକାଲୀି କଂଗ୍ରେସ ଓ ଏନସିପିକୁ ସମର୍ଥନ ପାଇଁ ଅପିଲ୍‌ କରିଥିଲୁ।…

କଂଗ୍ରେସ-ଏନସିପି ପ୍ରେସ୍‌ ମିଟ୍, କହିଲେ…

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଯାଇଛି ରାଷ୍ଟ୍ରପତି ଶାସନ। ରାଜ୍ୟପାଳ ଭଗତସିଂହଙ୍କ ସୁପାରିସ ପରେ ସମ୍ବିଧାନର ଧାରା ୩୫୬ ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତିି ରାଷ୍ଟ୍ରପତି ରାମନାଥ କୋବିନ୍ଦ।ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ କଂଗ୍ରେସ-ଏନସିପି ପକ୍ଷରୁ କରାଯାଇଛି ପ୍ରେସମିଟ୍ ।…

ମହାରାଷ୍ଟ୍ର: ସେଇ ୧୦ ଘଣ୍ଟା

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ସରକାର କିଏ ଗଢ଼ିବ ସେ ନେଇ ଏବେବି ଚାଲିଛି ଅଙ୍କକଷା। ଏହାର ମଧ୍ୟରେ ମହାରାଷ୍ଟ୍ର ରାଜନୀତିର ସେଇ ୧୦ ଘଣ୍ଟା। ଯେଉଁଥିରେ ଓଲଟିଗଲା ବାଜି, କ୍ଷମତା।  ପରିଶେଷରେ ନିଜ ଅଙ୍କକଷାରେ ଫସିଗଲା ଶିବସେନା। ଯେତେ ସମୟ ଗଡ଼ିବା ସହ ମହାରାଷ୍ଟ‌ର ରାଜନୀତିରେ…

ମହାରାଷ୍ଟ୍ର: ନିଜ ଫର୍ମୁଲାରେ ଫସିଲା…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ସମୀକରଣ ଘଡ଼ିକେ ଘୋଡା ଛୁଟୁଛି। ବର୍ତ୍ତମାନ ସ୍ଥିତିରେ ଶିବସେନା ନିଜ ଜାଲରେ ଫସିଛି। ଶିବସେନାର ୫୦:୫୦ ଫର୍ମୂଲା ନିଜ ପାଇଁ ବୁମେରାଂ ସାଜିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଚାହାନ୍ତି ଶରଦ ପାୱାର। ନିଜ ଜାଲରେ ନିଜେ ଫସିଗଲେ ଶିବସେନା ମୁଖ୍ୟ ଉଦ୍ଧବ…