ମକର ବୁଡ଼କୁ ଯାଇ ଗଣଦୁଷ୍କର୍ମ ଶିକାର
ବାରିପଦା: ମକର ବୁଡ଼ ପକାଇବାକୁ ଯିବା ବେଳେ ଗଣଦୁଷ୍କର୍ମର ଶିକାର। ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି। ଏନେଇ ଟାଉନଥାନାରେ ଏତଲା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀ ଜଣକ ଘରୁ ବାହାରିଥିଲେ। ତେବେ ଏକୁଟିଆ…