ରାହୁଲ ଦୋହରାଇଲେ ‘ରେପ୍ ଇନ୍…
ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ଜୋରଦାର ହଙ୍ଗାମା କରିଛି ବିଜେପି। ଏପରିକି ଲୋକସଭାରେ ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି। ବିଜେପି ସାଂସଦ ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ମହିଳାଙ୍କ ସମ୍ପର୍କରେ…