Odisha Link
Bridging the Missing Links in Odisha
Browsing Tag

Malkanagiri

‘ମାଲକାନଗିରିର ବିକାଶ କାମ ମୋତେ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ…

ଗାଁକୁ ନାହିଁ ଭଲ ରାସ୍ତା, ଧାନତଳି ରୋଇ…

ମାଲକାନଗିରି: ଗାଁକୁ ନାହିଁ ଭଲ ରାସ୍ତା। ବାରମ୍ବାର ଅଭିଯୋଗ କରିବା ପରେ ବି ଶୁଣୁନି ପ୍ରଶାସନ। ଯାହାଫଳରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। କାଦୁଅ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ମାଲକାନଗିରି ସଦର ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ଭୀମାରାଙ୍ଗିଣି ଗ୍ରାମରେ…

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ,…

ମାଲକାନଗିରି: କରୋନା କାଳରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦିନ ସାଢ଼େ ୧୧ଟା ୩୦ ମିନିଟରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଜିଲ୍ଲା ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ…

ଲସି ପିଇ ଶତାଧିକ ଅସୁସ୍ଥ ଘଟଣା: ଚାଲିଗଲା…

ମାଲକାନଗିରି: ଲସି ପିଇ ଶତାଧିକ ଲୋକ ଗୁରୁତର ଘଟଣାରେ ଜଣେ ନାବାଳିକାଙ୍କର ମୃତ୍ୟୁ। ମାଲକାନଗିରି ସିମିଳିବଞ୍ଛା ଗାଁର ୧୨ ବର୍ଷର ଝିଅ ଅଡମା ମାଡ଼କାମିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କିଛିଦିନ ତଳେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ସାପ୍ତାହିକ ହାଟରୁ ବିଷାକ୍ତ ଲସି ପିଇ…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨…

ମାଲକାନଗିରି: ସାରା ରାଜ୍ୟରେ ଲାଗିଛି କରୋନା କଟକଣା। ହେଲେ କଟକଣାକୁ ଫୁ କରି ସକ୍ରିୟ ରହୁଛନ୍ତି ଗଞ୍ଜେଇ ମାଫିଆ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ଗାଁରୁ ବିହାର ଚାଲାଣେ ବେଳେ ପୁଲିସ ହାତରେ ଲାଗିଛି ବିପୁଳ ଗଞ୍ଜେଇ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଖବର…

ଘର ମାଲିକକୁ ନିଶା ଦେଇ ଲୁଟିନେଲେ…

ମାଲକାନଗିରି: ମିଠାରେ ନିଶାଦେଇ ଘରମାଲିକଙ୍କ ଘରୁ ଲୁଟିଲେ ଭଡ଼ାଟିଆ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ସଦର ମହକୁମାରେ। ସହରର ଡିଏନକେ ସ୍ଥିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡ଼ାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଙ୍ଗୁଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚନା। ଗତକାଲି ଲୁଟ କରିବା…

ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ବିଏସଏଫ

ମାଲକାନଗିରି: ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ବିଏସଏଫ। ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା। ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ…

ଲାଲଗଡ଼ରେ ଉଡ଼ିବ ବିମାନ

ଭୁବନେଶ୍ବର: ଲାଲଗଡ଼ରେ ଏଣିକି ଉଡ଼ିବ ବିମାନ। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ। ଦୁର୍ଗମ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକ୍ଷମ କରିବ ବିମାନ ସେବା। ରାଜ୍ୟ ତଥା ଦେଶର ବିଭିନ୍ନ ସହର ସହ ବିମାନ ସେବାରେ ଯୋଡ଼ି ହେବ ମାଲକାନଗିରି। ମିଳି‌ଥିବା ସୂଚନା ମୁତାବିକ, ମାଲକାନଗିରିରେ ହେବ ନୂତନ…

ମାଲକାନଗିରିରୁ ସେକ୍ସ ରାକେଟ୍ ଠାବ, ୨…

ମାଲକାନଗିରି: ରାଜ୍ୟରେ ଲମ୍ବି ଚାଲିଛି ସେକ୍ସ ର‍୍ୟାକେଟ୍‌ ଚେର। ଶନିବାର ଦିନ ମାଲକାନଗିରି ଜିଲ୍ଲାରେ ଧରା ପଡିଛି ଏକ ସେକ୍ସ ର‌୍ୟାକେଟ। ଏହି କାରବାରରେ ଲିପ୍ତ ଥିବା ଦୁଇ ମହିଳାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଏଥିସହ ମୁମୂର୍ଷୁ ଅବସ୍ଥାରେ ସମ୍ବଲପୁର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକାକୁ…

ପୋଲିସ ଗାଡ଼ି ଧକ୍କାରେ ଜିଆରଏସ୍‌ ମୃତ

ମାଲକାନଗିରି: ମାଲକାନଗିରି ପଙ୍ଗାମାଠାରେ ପୁଲିସ ଭ୍ୟାନ ଓ ଜିଆରଏସଙ୍କ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ମାଥିଲି ଥାନାରୁ କିଛି ପୁଲିସ କର୍ମଚାରୀ ପୁଲିସ ଭ୍ୟାନରେ ମାଲକାନଗିରି ଅଭିମୁଖେ ବାହାରିଥିଲେ। ନାୟକଗୁଡା ଜିଆରଏସ ବାଲାରାଜୁ ସାହୁ ବିପରୀତ ଦିଗରୁ ସ୍କୁଟିରେ ଆସୁଥିବା ବେଳେ ପଙ୍ଗାମାଠାରେ…