ମାଲକାନଗିରି : ଧୀରେ ଧୀରେ ସୁଧୁରୁଛି…
ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ହୋଇଥିବା ମାଲକାନଗିରିର ମୋଟୁ ଅଞ୍ଚଳର ଏବେ ଧୀରେ ଧୀରେ ସୁଧାର ଆସିଛି। ବର୍ଷା କମିବା ଯୋଗୁଁ ମୋଟୁ ମୁଗିପଏଣ୍ଟରେ ପାଣି କିଛିଟା କମିଛି ତଥାପି ମୋଟୁର ଅନେକ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ଜଳ ମଗ୍ନ ହୋଇ ରହିଛି । ସିଲେରୁ ଓ ସାବେରୀ ନଦୀର ବନ୍ୟା ପାଣି ଯୋଗୁଁ ଗତ ୧୦…