ବ୍ରହ୍ମପୁର ଓ ସମ୍ବଲପୁରରେ ମଲ୍ ବନ୍ଦ
ସମ୍ବଲପୁର: ବ୍ରହ୍ମପୁର ଓ ସମ୍ବଲପୁରରେ ସପିଙ୍କ ମଲ୍, ଶୋ ରୁମ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାପାଳ। ସମ୍ବଲପୁରରେ ଆସନ୍ତା ୩୧ ପର୍ଯ୍ୟନ୍ତ ମଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।
ପ୍ରକାଶ ଯେ, କରୋନା ପାଇଁ ଆସନ୍ତାକାଲିଠୁ କଟକ…