ଡାକ୍ତରଖାନାରୁ ବାହାରିଲେ ପଶ୍ଚିମବଙ୍ଗ…
କଲିକତା: ଡାକ୍ତରଖାନାରୁ ସୁସ୍ଥ ହୋଇ ବାହାରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଡାକ୍ତରୀ ଟିମ୍ ତାଙ୍କର ଅବସ୍ଥା ଯାଞ୍ଚ କରିବା ପରେ ହୁଇଲ ଚେୟାରରେ ତାଙ୍କୁ ଡିସଚାର୍ଜ କରିବାକୁ ଅନୁମତି ଦେଇଛନ୍ତି।
ମମତାଙ୍କୁ ଏକ ହୁଇଲ ଚେୟାରରେ ବସାଇ ଡାକ୍ତରଖାନାରୁ ଅଣାଯାଇଛି। ପଶ୍ଚିମବଙ୍ଗରେ…