ଚାକିରିରେ ଜଏନ ପୂର୍ବରୁ ଜୀବନ ଗଲା
ଭଦ୍ରକ: ଚାକିରିରେ ଜଏନ ପୂର୍ବରୁ ଜୀବନ ଚାଲିଗଲା। ଭଦ୍ରକରେ ପହଞ୍ଚିବା ପରେ ସେଠାରୁ ଢେଙ୍କାନାଳ ଯାଇଥା’ନ୍ତେ ଓ ଚାକିରିରେ ଯୋଗ ଦେଇଥା’ନ୍ତେ। ହେଲେ ସେ ଭଦ୍ରକ ଯାଏ ପହଞ୍ଚି ପାରିଲେ ନାହିଁ। ବାଟରେ ପିଟି ଦେଲା ହାଇୱା। ଆଉ ଘଟଣାସ୍ଥଳରେ ଚାଲିଗଲା ତାଙ୍କ ଜୀବନ। ମୃତ ଯୁବକଙ୍କ ନାଁ ରାଜେନ୍ଦ୍ର କୁମାର…