ଉଦ୍ଧାର ହେଲା ହୋମଗାର୍ଡ଼ଙ୍କ ଝୁଲନ୍ତା…
ଖୋର୍ଦ୍ଧା: ଖୋର୍ଦ୍ଧାର ଏକ ଘରୋଇ ନର୍ସିଂହୋମ ଭିତରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ହୋମଗାର୍ଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ନର୍ସିଂହୋମରେ ହୋମଗାର୍ଡ଼ଙ୍କ ପତ୍ନୀ କାମ କରୁଥିଲେ ବୋଲି ଜଣାପଡ଼ିଛି। ପତ୍ନୀଙ୍କ ସହ ଝଗଡ଼ା କରିବା ପରେ ହୋମଗାର୍ଡ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ…