Odisha Link
Bridging the Missing Links in Odisha
Browsing Tag

Manu bhaker

ମନୁ ଭାକରଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ,…

ଓଏଲ୍‌ ବ୍ୟୁରୋ: ଭାରତର ପଦକ ରାଣୀ ମନୁ ଭାକରଙ୍କ ପ୍ୟାରିସ୍‌ ଅଲିମ୍ପିକ୍ସ ଯାତ୍ରା ଶେଷ। ଆଜି ଖେଳାଯାଉଥିବା ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଲିମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି ମନୁ ଭାକର। ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ମନୁ ଭାକର ୨୫…

ପ୍ୟାରିସ୍‌ ଅଲିମ୍ପିକ୍ସ: ୮ମ ଦିନରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିିସ୍‌ ଅଲିମ୍ପିକ୍ସର ଆଜି ୮ମ ଦିନ। ଆଜି ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଆଜି ଭାରତକୁ ମିଳିପାରେ ପ୍ରଥମ ସ୍ବର୍ଣ୍ଣ ପଦକ। ପ୍ୟାରିସ୍‌ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ତାଙ୍କ ପାଖରେ ଅଲିମ୍ପିକ୍ସରେ ଓ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ…

ଇତିହାସ ରଚିଲେ ମନୁ ଭାକର, ପ୍ରଥମ ଭାରତୀୟ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ। ଶୁଟିଂରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ। ମନୁ ଭାକର ଓ ସରବୋଜତ ସିଂହ ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମିକ୍ଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହିତ ୨୨ ବର୍ଷିୟ ମନୁ ଭାକର ଇତିହାସ ରଚିଛନ୍ତି। ମନୁ ଭାକର ପ୍ରଥମ ଭାରତୀୟ…

ଇତିହାସ ରଚିବେ ମନୁ, ପ୍ରଥମ ଭାରତୀୟ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ମହିଳା ଶୁଟର ମନୁ ଭାକର। ଅଲିମ୍ପିକ୍ସର ୨ୟ ଦିନରେ ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଥିଲେ। ଏବେ ମନୁ ଭାକର ପୁଣିଥରେ ବ୍ରୋଞ୍ଜ ପଦକ ଜିତିବା ଆଶା ସଞ୍ଚାର କରିଛନ୍ତି। ଭାରତୀୟ ଶୁଟର ମନୁ…

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌ରେ ବିଶ୍ବ…

ନୂଆଦିଲ୍ଲୀ: ଚୀନ୍‌ର ପୁତିଆନ୍‌ ଠାରେ ଚାଲିଥିବା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସୁଟିଙ୍ଗ୍‌ ସ୍ପୋର୍ଟ ଫେଡେରେସନ୍‌ର (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌ ଏବଂ ପିସ୍ତଲ ବିଶ୍ୱକପ୍‌ରେ ଗୁରୁବାର ଦିନ ଭାରତୀୟ ସୁଟର୍‌ ମନୁ ଭାକର ଆଣିଛନ୍ତି ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ। ଟୁର୍ଣ୍ଣାମେଣ୍ଟ୍‌ର ମହିଳା ବିଭାଗରେ ୧୦ ମିଟର…