ନକ୍ସଲଙ୍କ ବର୍ବରକାଣ୍ଡ, ପୁଲିସ ଇନଫର୍ମର…
ମାଲକାନଗିରି: ପୁଣି ନକ୍ସଲମାନେ ଭିଆଇଛନ୍ତି ବର୍ବର କାଣ୍ଡ। ଆନ୍ଧ୍ର- ଓଡ଼ିଶା ସୀମାନ୍ତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୁଲିସ ଇନଫର୍ମର ସନ୍ଦେହ କରି ହତ୍ୟା କରିଛନ୍ତି। ବ୍ୟକ୍ତିଙ୍କର ହାତକୁ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଛନ୍ତି। ସେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ…