ମାଓବାଦୀକୁ ଗିରଫ କଲା କଳାହାଣ୍ଡି ପୋଲିସ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପୋଲିସ ଦ୍ବାରା ଜଣେ ମହିଳା ମାଓବାଦୀ ଗିରଫ ହୋଇଛନ୍ତି । ଗିରଫ ମାଓବାଦୀ ବାରାଖୋଜ ଗାଁର ମଙ୍ଗଳା ମାଝୀ । ତାଙ୍କ ବୟସ ୨୮ବର୍ଷ । ନେହେଲା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଗିରଫ ହୋଇଛନ୍ତି ।
ମାଓବାଦୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨୦ ଜିଲାଟିନ, ୫…