Odisha Link
Bridging the Missing Links in Odisha
Browsing Tag

Maoist

କୋରାପୁଟ-ମାଲକାନଗିରି ସୀମାରୁ ବିପୁଳ ମାଓ…

ଜୟପୁର: କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। କୋରାପୁଟ - ମାଲକାନଗିରି ସୀମାରୁ ବିଏସଏଫ୍ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରଣକ ଜବତ ହୋଇଛି। ଏନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି…

ସ୍ବତନ୍ତ୍ର ମାଓ ରଣନୀତି ନେଇ ଆଲୋଚନା

ଭୁବନେଶ୍ବର: ରାଜ୍ୟର ସମସ୍ତ ମାଓ ଅଞ୍ଚଳରେ ଆଗକୁ ରଣନୀତି କିଭଳି ରହିବ ସେନେଇ ପୁଲିସ ମହାନିର୍ଦେଶକ ଏବଂ ବିଏସ୍ଏଫ୍‌ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି। କୋଭିଡ୍‌-୧୯ ପରିପ୍ରେକ୍ଷିରେ ରାଜ୍ୟରେ ମୁତୟନ ହୋଇଥିବା ବିଏସ୍‌ଏଫ୍ ଯବାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ବିଏସ୍‌ଏଫ୍ ଅତିରିକ୍ତ…

କରୋନା ପାଇଁ ନକ୍ସଲଙ୍କ ଅସ୍ତ୍ରବିରତି…

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓବାଦୀ। ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ) ଆଜି ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛି। ଏହା ସହ ଦୁର୍ଭେଦ୍ୟ ଜଙ୍ଗଲ ଓ ପାର୍ବ୍ୟାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରାନ୍ତୀୟ ସ୍ବାସ୍ଥ୍ୟସେବା…

ରାସ୍ତା ନିର୍ମାଣକୁ ଲାଲ ବାହିନୀର ବିରୋଧ,…

ଲାଞ୍ଜିଗଡ: ଲାଞ୍ଜିଗଡରେ ମାଓବାଦୀଙ୍କ ଗତିବିଧି ଦିନକୁ ଦିନ ବୃଦ୍ଧି ପାଉଛି। ଲାଞ୍ଜିଗଡ ବ୍ଲକରେ ହେଉଥିବା ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟକୁ ଲାଲ ବାହିନୀ ପକ୍ଷରୁ ବିରୋଧ କରାଯାଉଛି। ବ୍ଲକରେ ୩୦ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହେଉଥିବା ବେଳେ ନିୟମଗିରି ଅଞ୍ଚଳରେ ହେଉଥିବା…

ଆତ୍ମସମର୍ପଣ କଲା ମାଓ ନେତା ପୋଗା ସୁରିନ

ରାଉରକେଲା: ରାଉରକେଲା ପୋଲିସ ସହ ସିଆରପିଏଫ ୯ ବାଟାଲିୟନ ନିକଟରେ ଆତ୍ମସମର୍ପଣ କରିଛି ଟପ୍ ମାଓ ନେତା ପୋଗା ସୁରିନ। ଆତ୍ମସମର୍ପଣ କରିଥିବା ମାଓନେତା ପୋଗା ସୁରିନର ଘର ଝାଡ଼ଖଣ୍ଡ ଛୋଟାନଗର ଥାନା ସୋନାପି ଗାଁରେ। ୨୦୧୩ ମସିହାରେ ପୋଗା ସୁରିନ ମାଓ ସଙ୍ଗଠନରେ ଯୋଗଦେଇ ପ୍ରଥମେ ବିଶ୍ରା ଗ୍ରୁପରେ ସକ୍ରିୟ…

ରାସ୍ତା ତିଆରିକୁ ବିରୋଧ କରି ମେସିନ୍‌…

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଗୁମା ଗାଁ ନିକଟରେ ଲଙ୍କାକାଣ୍ଡ ରଚିଛନ୍ତି ମାଓବାଦୀଙ୍କ। ରାସ୍ତା ତିଆରିକୁ ବିରୋଧ କରି ୪ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ମାଓବାଦୀ। ସୂଚନା ମୁତାବକ, ନାରୀଙ୍ଗତୋଲା ଗାଁ ଠାରୁ ଗୁମ୍ମାକୁ ରାସ୍ତା ନିର୍ମାଣ ହେଉଥିଲା। ରାତି ପ୍ରାୟ…

ମାଓବାଦୀ ଭୟରେ ଗାଁ ଛାଡ଼ିଲେ ଆଦିବାସୀ…

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ଲାଗି ପ୍ରଜା କୋର୍ଟରେ ଏକ ଆଦିବାସୀ ପରିବାରକୁ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି। ଏହି ପରିବାର ଲୋକଙ୍କ ଘର ମାଥିଲି ଥାନା ଅନ୍ତର୍ଗତ କଟୁଆପଦର ଗ୍ରାମରେ। ଘଟଣା…

ଭିନୀଲ କ୍ରିଷ୍ଣା ଅପହରଣର ମାଷ୍ଟରମାଇଣ୍ଡ…

ମାଲକାନଗିରି: ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଖଳନାୟକ ଦାମୋଦର ଓରଫ ବାଲେମ ନାରାୟଣ ସ୍ୱାମୀ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ଗିରଫ କରିଛି ଆନ୍ଧ୍ର ପୋଲିସ । ଦାମୋଦର ମାଲେରିଆ ଜ୍ୱରରେ ପୀଡିତ ଥିବାବେଳେ ଆନ୍ଧ୍ର ଗୁଡେମ ଥାନା ଅନ୍ତର୍ଗତ ଆଦିରି ବିଡି ଗାଁରେ ଚିକିତ୍ସିତ…

ମାଓବାଦୀଙ୍କ ବର୍ବର କାଣ୍ଡ

ବାଲିଗୁଡା: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଲେତିଙ୍ଗିଆ ବୁର୍ଡାମାହାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ବାଲିଗୁଡା ଥାନା ମାର୍ଦୁଡି ଗାଁର ରଂଜନ ଦିଗାଳ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତ…

ରାସ୍ତା କାମରେ ନିୟୋଜିତ ଗାଡି ଜାଳିଦେଲେ…

ରାଉରକେଲା: ଓଡିଶା ସୀମାନ୍ତ ମନୋହରପୁର ଥାନା ଦାନାପାଲିରେ ରାସ୍ତା ନିର୍ମାଣରେ ନିୟୋଜିତ ଏକ ପୋକଲିନକୁ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ। ବରଙ୍ଗାରୁ ଦାନାପାଲି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମରେ ନିୟୋଜିତ ଥିଲା ଏହି ପୋକଲିନ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କିଛି ଯାନ୍ତ୍ରିକ…