କୋଟଗଡ଼ ଅଞ୍ଚଳରେ ଲାଗିଲା ମାଓବାଦୀଙ୍କ…
କୋଟଗଡ: କନ୍ଧମାଳ ଜିଲ୍ଲାର କୋଟଗଡରେ ମାଓବାଦୀମାନେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ଆସିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରୁ ମାଓପୋଷ୍ଟର ଓ ବ୍ୟାନର ଜବତ ହୋଇଛି। ପାଞ୍ଚ ନମ୍ବର ରାଜ୍ୟ ରାଜପଥର କଡରେ ଥିବା ଗଛରେ…