ଆସନ୍ତା ୪୮ ଘଣ୍ଟା ଜଟିଳ: ନିଜାମୁଦ୍ଦିନ…
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ୩ ଜଣ ନିଜାମୁଦ୍ଦିନ ମର୍କାଭ ଫେରନ୍ତା କୋଭିଡ୍ ପଜିଟିଭି ମିଳିବା ପରେ ସରକାରଙ୍କ ତତ୍ପରତା ବଢ଼ିଯାଇଛି। ରାଜ୍ୟରେ ନିଜାମୁଦ୍ଦିନ-ସମ୍ପର୍କ ନେଇ ଅଧିକ ସକ୍ରିୟ ହେବାକୁ ଜିଲ୍ଲାପାଳମାଡ଼ଭ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍।…