Odisha Link
Bridging the Missing Links in Odisha
Browsing Tag

Market

ରାଜଧାନୀରେ ସୋମବାରଠୁ ଯୁଗ୍ମ ଅଯୁଗ୍ମ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ଗତ ଏପ୍ରିଲ୍‌ ୧୯ ତାରିଖରୁ ଦିଲ୍ଲୀରେ ‘ଲକ୍‌ଡାଉନ୍‌’ ଜାରି ହୋଇଥିବା ବେଳେ ଏବେ ବଳବତ୍ତର କେତେକ କଟକଣା କୋହଳ କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଆଧାରରେ ସ୍ଥାନୀୟ ବଜାର ସବୁ ଖୋଲି…

ବଜାରରେ ମିଳିବ କରୋନା ଔଷଧ

ଭୁବନେଶ୍ବର: ଏଣିକି ବଜାରରେ ମିଳିବ କରୋନା ଔଷଧ। କରୋନା ଔଷଧର ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପସନ୍‌ ଥିଲେ ଏଣିକ କିଣି ହେବ କରୋନା ଔଷଧ। କେତେକ ସର୍ତ୍ତ ସହ ଫେଭିପିରାଭିର୍‌ ଟାବ୍‌ଲେଟ୍‌ ବିକ୍ରିକୁ ଅନୁମତି ମିଳିଛି। ଏଥିସହ ରେମଡେସିଭିର…

ମହାମାରୀ ସମୟରେ ବେଲଗାମ ବଜାର

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ପଟେ କ୍ରମାଗତ ଭାବେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷେ ଦିନକୁ ଦିନ ବେଲଗାମ ହେଉଛି ପରିବା ଦର। ଯାହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି…

ସ୍ପଷ୍ଟ କଲା କେନ୍ଦ୍ର: ବନ୍ଦ ରହିବ…

ନୂଆଦିଲ୍ଲୀ: ଗତକାଲି ରାତିରେ ଲକ୍‌ଡାଉନ୍‌ କୋହଳ ନେଇ କେନ୍ଦ୍ର ସରକାର ଯେଉଁ କୋହଳ ସୂଚନା ଦେଇଥିଲେ ସେ ନେଇ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରକାଶ ପରେ ଅଧିକ ସ୍ପଷ୍ଟ କରିଛି ଗୃହ ମନ୍ତ୍ରାଳୟ। ସେଲୁନ୍‌ ଓ ପାର୍ଲର ଆଜି ଠାରୁ ଖୋଲି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହା ବନ୍ଦ…

ଆଜିଠୁ ଖୋଲା ସବୁ ଦୋକାନ: ଗ୍ରାମାଞ୍ଚଳ ଓ…

ନୂଆଦିଲ୍ଲୀ: ପୂର୍ବରୁ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରିରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ଏହାକୁ କୋହଳ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆଜି ଠାରୁ (୨୫ ଏପ୍ରିଲ ୨୦୨୦) ଅଣ-ଜରୁରୀ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର…

କରୋନା: ହାଟ ସକାଳ ୬ରୁ ସଂଧ୍ୟା ୬

ଭୁବନେଶ୍ବର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଏହାରି ଭିତରେ ଭୁବନେଶ୍ୱର ଅଞ୍ଚଳରେ ଚାଲୁଥିବା ସମସ୍ତ ହାଟ…

ଅଗ୍ନିକାଣ୍ଡରେ ଜଳିଗଲା ତିନି ଦୋକାନ

ପାରାଦୀପ: ପାରାଦୀପଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି। ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି।…

ଆଜି ଛାଡ଼ଖାଇ: ଆମିଷ ମାର୍କେଟରେ ଭିଡ଼

ଭୁବନେଶ୍ବର: ଆଉ ଆଜି ଛାଡ ଖାଇ। ପବିତ୍ର କାର୍ତ୍ତିକ ପାଇଁ ମାଛ, ମାଂସ, ଅଣ୍ଡାକୁ ଆମିଷ ଛାଡ଼ିଥିଲେ ଲୋକେ। ମାସେ ହେଲାଣି ପାଟିରେ ଟିକିଏ ଆମିଷ ପାଣି ବାଜିନି। କିନ୍ତୁ ଏଥର ଛାଡଖାଇ ବୁଧବାର ପଡୁଥିବାରୁ ଲୋକେ ଭାରି ଖୁସ୍। ଆଜି ସକାଳୁ ଆମିଷ ବଜାରରେ ଭିଡ ଦେଖିବାକୁ ମିଳିଲାଣି। ସକାଳୁ ସକାଳୁ କିଏ ମାଛ,…