Odisha Link
Bridging the Missing Links in Odisha
Browsing Tag

Market Building

ଶୁକ୍ରବାରଠାରୁ ପରିବା ବିକ୍ରି ବନ୍ଦ,…

ଓଏଲ୍‌ ବ୍ୟୁରୋ: ପାର୍ବଣ ଋତୁରେ ସମସ୍ତେ ମସଗୁଲ। ଆଗକୁ ଛୁଟି ଥିବାରୁ ଭୋଜି ଭାତର ଆୟୋଜନ ମଧ୍ୟ ବହୁ ଲୋକ କରିସାରିଥିବେ ନିଶ୍ଚୟ। ତେବେ ଏହାପୂର୍ବରୁ ରାଜଧାନୀବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କାରଣ ଆସନ୍ତା ୨୦ ତାରିଖ ତଥା ଶୁକ୍ରବାରଠୁ ଭୁବନେଶ୍ବରରେ ପରିବା ବିକ୍ରି ବନ୍ଦ ରହିବ ବୋଲି ଚେତାବନୀ ଦେଇଛି…

ଭୁବନେଶ୍ବର ମାର୍କେଟ୍‌ ବିଲ୍ଡିଂ ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରେ ଥିବା ମାର୍କେଟ୍‌ ବିଲ୍ଡିଂ ବନ୍ଦ। କରୋନା ସଂକ୍ରମଣକୁ ନଜରରେ ରଖି ବନ୍ଦ ହୋଇଛି ମାର୍କେଟ। ବରଂ ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ବନ୍ଦ ହୋଇଛି। ଜଣେ ଉଠାଦୋକାନୀ ମାର୍କେଟ୍ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ। ଏହାକୁ ନେଇ ମାର୍କେଟ୍ ବିଲଡିଂ ପରିସରରେ…

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ବର: ସିଲ୍‌ ହେଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ। କୋଭିଡ୍ ନିୟମ ଉଲଙ୍ଘନ କାରଣରୁ ସିଲ୍ କଲା ବିଏମ୍‌ସି ଓ କମିସନରେଟ୍ ପୋଲିସ। ୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ। ସପ୍ତାହନ୍ତ ସଟ୍‌ଡାଉନ ପରେ ସୋମବାର ଖୋଲିବ ମାର୍କେଟ ବିଲ୍ଡିଂ।

ଭୁବନେଶ୍ବର ମାର୍କେଟ ବିଲଡିଂ ଘଟଣା: ଆଉ…

ଭୁବନେଶ୍ବର : ଭୁବନେଶ୍ବରର ମାର୍କେଟ ବିଲଡିଂରେ ଗଣ୍ଡଗୋଳ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଏନେଇ ପୁଲିସ୍ କମିସନର୍ ଡକ୍ଟର୍ ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଆଜି ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ତାଙ୍କ ନାମ…

ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣା: ୧୮…

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିଲେ କିଛି ଦୁର୍ବୁତ୍ତ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୧୮ ଜଣଙ୍କୁ ଗିରଫ କରିଛି ପୁଲିସ୍। ପୁଲିସ ବିଭିନ୍ନ ସ୍ଥାନରୁ ଏହି ଅଭିଯୁକ୍ତଙ୍କୁ ଧରିବା ପରେ…