Odisha Link
Bridging the Missing Links in Odisha
Browsing Tag

Marriage Stop

ଫେରିଗଲା ବର ଅଧାରେ ରହିଲା ବାହାଘର

ସୋର: ବାହାଘର ପାଇଁ ବାଜା, ରୋଷଣି ଧରି ଗାଁ ଦାଣ୍ଡ ଦୁଲୁକାଇ ବରଯାତ୍ରୀ ଆସୁଥିଲା। କିଛି ସମୟ ପରେ ମନ୍ତ୍ର ଧ୍ୱନିରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଅଧାରେ ରହିଗଲା ବାହାଘର। ଅଧା ପ୍ରୋସେସନ୍‌ରୁ ଫେରିଗଲେ ବର ଓ ବରଯାତ୍ରୀ। କନ୍ୟା ନାବାଳିକା ଥିବାରୁ ଏହି ବିବାହ ଅଧାରୁ ବନ୍ଦ କରାଯାଇଛି। ଏଭଳି ଘଟଣା…

ପତ୍ନୀଙ୍କ ଦ୍ୱିତୀୟ ବିବାହ କରାଇ ଦେଲେ…

ଭୁବନେଶ୍ୱର: ବନ୍ଧୁତାରୁ ପ୍ରେମ। ପ୍ରେମରୁ ବିବାହ ବନ୍ଧନ। ହେଲେ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ସହ ଜୀବନ ବିତାଇବାକୁ ପସନ୍ଦ କଲେନି ପ୍ରେମିକା। ନିଜ ପରିବାର ଲୋକଙ୍କ ପ୍ରରୋଚନାରେ ପଡି଼ ଅନ୍ୟଆଡ଼େ ବିବାହ କରିବାକୁ ଯୋଜନା କଲେ । ହେଲେ ପତ୍ନୀଙ୍କ ଏମିତି ପ୍ରତାରଣାଭରା ଡ୍ରାମାକୁ ଧରାପକାଇ ଦେଲେ ସ୍ୱାମୀ ।…