ମାର୍ଶାଲଙ୍କ ପୋଷାକକୁ ନେଇ ବିବାଦ,…
ନୂଆଦିଲ୍ଲୀ: ଗତକାଲି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅନ୍ୟପଟେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ ଥିବା ମାର୍ଶାଲ ମାନେ ସୁରକ୍ଷାକର୍ମୀଙ୍କ ପୋଷାକ ପନ୍ଧିଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ବିବାଦ ଦେଖାଯାଇଛି। ପଗଡ଼ି ଛାଡ଼ି ଟୋପି ଓ ଭାରତୀୟ ସଂସ୍କୃତି…