ପଦ୍ମପୁରରେ ନେତା, କଂଗ୍ରେସ ଭବନରୁ ଚୋରି
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ମାଳ ମାଳ ନେତା ପଦ୍ମପୁରରେ ଡେରା ପକାଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସ ଭବନରୁ ଚୋରି ଅଭିଯୋଗ ହୋଇଛି।
ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା କଂଗ୍ରେସ ରାଜ୍ୟ ପାର୍ଟି…