ଓଡ଼ିଶା ରାଜନୀତି ଓ ମେ’ ୨୯:…
ଓଏଲ୍ ବ୍ୟୁରୋ: ଆଜି ହେଉଛି ମେ’ ମାସ ୨୯ ତାରିଖ। ଏହା ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। ୨୦୧୨ରେ ପ୍ରଥମେ ଓଡ଼ିଶା ରାଜନୀତିରେ ବାତ୍ୟା ହୋଇଥିଲା। ପରେ ମେ’ ମାସରେ ହିଁ ୩ଟି ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ। କହିବାକୁ ଗଲେ ମେ’ ୨୯ ତାରିଖ ଓଡ଼ିଶା ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ…