ସିଏଏ: ବିରୋଧୀଙ୍କ ମେଳି, ଆସିବେନି ମମତା…
ନୂଆଦିଲ୍ଲୀ: ଜାନୁଆରୀ ୧୦ ତାରିଖରେ ସାରା ଦେଶରେ ବିଧିବଦ୍ଧ ଭାବେ ନାଗରିକତା ସଂଶୋଧନ ଆଇନ୍ ଲାଗୁ କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାକୁ ଆଧାର କରି ଅର୍ଥାତ୍ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆଜି ଦିଲ୍ଲୀଠାରେ ବିରୋଧୀଙ୍କ ବୈଠକ ହେଉଛି। ଜାତୀୟ…