Odisha Link
Bridging the Missing Links in Odisha
Browsing Tag

Mayurbhanj

ଉତ୍ତର ଓଡ଼ିଶା: କୋଭିଡ଼ ହସ୍ପିଟାଲ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା…

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର୍

ଉଦଳା : ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀଙ୍କୁ ସ୍ୱାମୀ ଜଣଙ୍କ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଗୁରୁଡି ଗାଁରେ। ମୃତ ମହିଳାଙ୍କ ନାମ ଜିରେ ସାଏ। ଅଭିଯୁକ୍ତ ସ୍ବାମୀ ଗୁରା ସାଏ ଫେରାର ଅଛି। ସୂଚନା ଅନୁଯାୟୀ,ଅଭିଯୁକ୍ତ ଗୁରା ଦୁଇଟି…

ନିଲମ୍ବିତ ହେଲେ ମାତାଲ ପୁଲିସ ବାବୁ

ମୟୁରଭଞ୍ଜ: ମୟୁରଭଞ୍ଜ ବେତନଟୀ ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ସଚିଦାନନ୍ଦ କିଷାନ ଗତକାଲି ସଂଧ୍ୟାରେ ମଦ୍ୟପାନ କରି ବେତନଟୀ ଥାନା ଛକ ନିକଟ ଏକ ଦୋକାନରେ ଅଚେତ ଅବସ୍ଥାରେ ପଡିରହିଥିଲେ। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଥାନାରେ ଛାଡିଥିଲେ। ମାତାଲ ପୋଲିସ ବାବୁଙ୍କ ଏହି…

ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟ ଅଭିଯୋଗ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବଜାରରେ ଥିବା ଏକ ପାନମସଲା ହୋଲସେଲ ଦୋକାନରେ ଡ଼କାୟତି ହୋଇଛି। ଦୁର୍ବୃତ୍ତମାନେ ପ୍ରାୟ ୬ ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ରାତି ପ୍ରାୟ ୧୧ଟା ସମୟରେ ରୂପେଶ ମହାନ୍ତିଙ୍କ ଜାରୁଲ ଏଣ୍ଟରପ୍ରାଇଜର୍ସ ନାମକ ଦୋକାନରୁ ଦୁର୍ବୃତ୍ତମାନେ ମୁହଁରେ…

ଯୁବକଙ୍କୁ ଜେସିବି ଚଢ଼ାଇ ମାରି ଦେଇଥିବା…

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଜଣେ ଯୁବକଙ୍କୁ ବାଲି ମାଫିଆମାନେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ହେଲା ମଣ୍ଟୁ ତରାଇ। ସେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଖାଦାନ କାରବାରକୁ ବିରୋଧ କରୁଥିଲେ। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା…

ହାତୀ ନେଲା ମହିଳାଙ୍କ ଜୀବନ

ବାରିପଦା : ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗୋଷାଣିପାଳ ଠାରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଜଣେ ମହିଳା ଗାଁ ନିକଟ ନଦୀ କୂଳକୁ ସକାଳେ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ତାଙ୍କର ମହିଳାଙ୍କ ମୃତ୍ୟୁ ହୋଇଛି । ମୃତା ମହିଳାଜଣକ ହେଲେ ସ୍ନେହଲତା…

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ସାହୁ ବିନ୍ଧାଣୀ। ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଭଣ୍ଡାର କଲୋନୀସାହିରେ ଗଛ ଡାଳ କଟାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ସାଗୁ ସିଂହ ନାମକ ଜଣେ…

ନିଜ ଦେହରେ ନିଆଁ ଲଗାଇଲେ ଛାତ୍ର !

ମୟୁରଭଞ୍ଜ: ସ୍କୁଲ ନ ଯିବା ପାଇଁ ସାନ ଭାଇ ଜିଦ ଧରିଥିଲ କିନ୍ତୁ ବଡ଼ ଭଉଣୀ ଗାଳି ଦେବାରୁ ଦେହରେ ନିଆଁ ଲଗାଇ ଦେଲେ ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଗୋପବନ୍ଧୁନଗର ବ୍ଲକ୍‌ ପଶୁଦା ଗାଁର ଭୋଜପଦା ସାହିରେ ଘଟିଛି। ପୂର୍ଣ୍ଣଚନ୍ଦ୍ର ମରାଣ୍ଡିଙ୍କ ପୁତୁରା ନିକଟସ୍ଥ ପଶୁଦା ହାଇସ୍କୁଲରେ ୯ମ…

ବାରିପଦାରେ ବିଜେଡି ସଭା ବର୍ଜନ କଲେ…

ବାରିପଦା: ଗତକାଲି ବାରିପଦାରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୟୂରମଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ବାରିପଦା ନିର୍ବାଚନମଣ୍ଡଳୀରେ ଦାୟିତ୍ବରେ ଥିବା ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ। ଏହି…

ମୟୂରଭଞ୍ଜରେ ବବିଙ୍କୁ ବିରୋଧ!

ବାରିପଦା: ସରିଛି ସାଧାରଣ ନିର୍ବାଚନ। ହେଲେ ନିର୍ବାଚନରେ ମୟୂରଭଞ୍ଜ ବିଜେଡିକୁ ମିଳିଥିବା ପରାଜୟର ସାଇଡ୍‌ ଇଫେକ୍ଟ ଏପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ନୂତନ ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ନିଯୁକ୍ତି ପାଇବା ପରେ ଦଳରେ ଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ ସୁଧାରିବାକୁ ଦମ୍ଭୋକ୍ତି…