ମେ ୩ ତାରିଖରେ ନିଟ୍ ପରୀକ୍ଷା
ଭୁବନେଶ୍ବର: ଏମ୍ବିବିଏସ୍ ଏବଂ ବିଡିଏସ୍ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍’ ମେ ୩ରେ ହେବ। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ। ‘ନିଟ୍’ର ଅନଲାଇନ୍ ପଞ୍ଜୀକରଣ ଶେଷହୋଇଥିବା ବେଳେ ଫି ଦାଖଲ କରି ନ ଥିବା ଛାତ୍ରଛାତ୍ରୀ ଜାନୁଆରୀ ୭ ରାତି ୧୧ଟା ୫୦ ମଧ୍ୟରେ…